ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧୋନିଙ୍କୁ ଭାବପୂର୍ଣ୍ଣ ପତ୍ର : ଭାରତୀୟ କ୍ରୀଡ଼ା ଜଗତ ଓ ସେନା ପାଇଁ ତାଙ୍କ ଅବଦାନକୁ ପ୍ରସଂଶା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ସାଧାରଣ କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କ ପ୍ରସଂଶା କରିବାରେ ବ୍ୟସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଧୋନିଙ୍କ ପ୍ରସଂଶାରେ ଶତମୁଖ ହୋଇଯାଇଛନ୍ତି। ଧୋନିଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖି ମୋଦୀ ଭାରତୀୟ କ୍ରୀଡ଼ା … Continue reading ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧୋନିଙ୍କୁ ଭାବପୂର୍ଣ୍ଣ ପତ୍ର : ଭାରତୀୟ କ୍ରୀଡ଼ା ଜଗତ ଓ ସେନା ପାଇଁ ତାଙ୍କ ଅବଦାନକୁ ପ୍ରସଂଶା